The Ultimate Managed Hosting Platform
ADVERTISEMENT

ନୋରା ଙ୍କ ସହ ସିଜିଲିଂ ପୋଜ ଦେଲେ ମିଷ୍ଟ୍ରିମ୍ୟାନ୍।

Facebook
Twitter
LinkedIn

ମୁମ୍ଵାଇ ୧୯।୧୦:ବର୍ତ୍ତମାନ ନୋରା ପୁଣି ଥରେ ସୋସିଆଲ ମିଡିଆ ସେନ୍ସେସ୍ ।ଅଭିନେତ୍ରୀ ତଥା ଡ୍ୟାନ୍ସର ନୋରା ଫତେହି । ତାଙ୍କର ସୁନ୍ଦର ଚେହେରା ଏବଂ ସୌନ୍ଦର୍ଯ୍ୟ ପାଇଁ ଜଣାଶୁଣା । ଚମତ୍କାର ଡ୍ୟାନ୍ସ ପାଇଁ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି। ଅଭିନେତ୍ରୀ ସୋସିଆଲ୍‌ ମିଡିଆରେ ଖୁବ୍‌ ଆକ୍ଟିଭ୍‌ । କିଛି ନା କିଛି ଫଟୋ ଭିଡିଓ ସେୟାର କରି ଚାଲିଛନ୍ତି। ବର୍ତ୍ତମାନ ନୋରା ମରିସସ୍‌ରେ ଛୁଟି କାଟୁଛନ୍ତି । ସେଠାରେ ବିତାଉଥିବା ସୁନ୍ଦର ସମୟରେ ଫଟୋ ସେୟାର କରିଛନ୍ତି । କିନ୍ତୁ ସେ ଏଥିରେ ଏକା ନୁହନ୍ତି । ତାଙ୍କ ସହ ଜଣେ ମିଷ୍ଟ୍ରିମ୍ୟାନ୍‌ସହ ନଜର ଆସିଛନ୍ତି ।


ବର୍ତ୍ତମାନ ନୋରା ପୁଣି ଥରେ ସୋସିଆଲ ମିଡିଆ ସେନ୍ସେସ୍ । ତାହା ପୁଣି ତାଙ୍କୁ ପୋଷାକ କି ବୋଲ୍ଡ ଅନ୍ଦାଜ୍‌ ପାଇଁ ନୁହେଁ । ଅଭିନେତ୍ରୀଙ୍କ ମିଷ୍ଟ୍ରିମ୍ୟାନ୍ ପାଇଁ, ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରୁ କିଛି ସିଜଲିଂ ଚିତ୍ର ସେୟାର କରିଛନ୍ତି। ଯେଉଁଥିରେ ତାଙ୍କର ବୋଲ୍ଡ ଷ୍ଟାଇଲ୍ ଦୃଶ୍ୟମାନ ହେଉଛି । ପୋଷ୍ଟରେ ଅଭିନେତ୍ରୀ ଏକ କଳା ବିକିନି ଟପ୍ ଏବଂ ନୀଳ ଡେନିମ୍ ସର୍ଟସରେ ନଜର ଆସିଛନ୍ତି।
ତେବେ ତାଙ୍କ ସହ ଥିବା ମିଷ୍ଟ୍ରିମ୍ୟାନ୍‌ ହେଉଛନ୍ତି ଜଣେ ଫଟୋଗ୍ରାଫର ଅନୁପ ସର୍ଭ। ସେ ମଧ୍ୟ ନୋରାଙ୍କ ସହ ସିଜିଲିଂ ବି ପୋଜ୍‌ ଦେବାରେ ଦେଖିବାକୁ ମିଳିଛି। ଏହି ଫଟୋ ଗୁଡିକ ସେୟାର ହେବାର କିଛି ସମୟରେ ୭.୫ ଲକ୍ଷରୁ ଅଧିକ କମେଣ୍ଟ କରୁଛନ୍ତି । ଏହି ଫଟୋ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିବା ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login