The Ultimate Managed Hosting Platform
ADVERTISEMENT

ନୃସଂଶ ସ୍ୱାମୀ, ପିଟି ପିଟି ନେଇଗଲା ସ୍ତ୍ରୀର ଜୀବନ

Facebook
Twitter
LinkedIn

ସୋର : ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ । ଔପଦା ଥାନା ପାଇକପଡା ଗାଁରେ ଅଭାବନୀୟ ଘଟଣା । ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ହତ୍ୟା କରିଥିବା ସୂଚନା । ସ୍ୱାମୀ ରାମଚନ୍ଦ୍ର ସିଂ ଘରୋଇ କଳିକୁ ନେଇ ସ୍ତ୍ରୀ ଶର୍ମିଳା ସିଂ (୩୦) ଙ୍କୁ କୁରାଢ଼ୀ ବେଣ୍ଟରେ ପିଟି ହତ୍ୟା କରିଥିବା ଜଣାଯାଇଛି। ସ୍ୱାମୀ ରାମଚନ୍ଦ୍ର ଡ୍ରାଇଭର ଥିବାବେଳେ ଗାଡି ଚଲାଇ ଅପରାହ୍ନ ୫ଟା ରେ ଘରକୁ ଫେରିଥିଲେ। କୌଣସି କାରଣରୁ ସ୍ତ୍ରୀ ସହିତ କଳି ଲାଗିବାରୁ ରାମଚନ୍ଦ୍ର ରାଗିଯାଇ ଏକ ସାବୁଳରେ ଆକ୍ରମଣ କରୁଥିବା ସମୟରେ ତାଙ୍କର ୨ପୁଅ ବାପା ପାଖରୁ ସାବଳ ନେଇ ଯାଇଥିଲେ। ପରେ ୨ପୁଅଙ୍କୁ ଛେଳି ଆଣିବାକୁ ବାପା ପଠାଇଦେଇଥିବା ବେଳେ ଏହି ସୁଯୋଗରେ ସ୍ୱାମୀ ରାମଚନ୍ଦ୍ର ବେଣ୍ଟରୁ କୁରାଢ଼ି କାଢି ଖାଲି ବେଣ୍ଟରେ ସ୍ତ୍ରୀର ମଥାକୁ ପିଟିବାରୁ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ମୃତଦେହକୁ ଜବତ କଲା ପୋଲିସ , ଅଭିଯୁକ୍ତ ସ୍ୱାମୀ ଅଟକ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ବାଥରୁମରେ ପଡି ଝାଡଖଣ୍ଡ ଶିକ୍ଷାମନ୍ତ୍ରୀ ଆହତ

ବାଥରୁମରେ ପଡି ଝାଡଖଣ୍ଡ ଶିକ୍ଷାମନ୍ତ୍ରୀ ଆହତ

ଝାଡଖଣ୍ଡ : ଝାଡ଼ଖଣ୍ଡ ସରକାରଙ୍କ ଶିକ୍ଷାମନ୍ତ୍ରୀ ରାମଦାସ ସୋରେନ ଗୁରୁତର ଆହତ । ଗତକାଲି ରାତିରେ ବାସଭବନରେ ମନ୍ତ୍ରୀ ବାଥରୁମରେ ପଡିଯାଇଥିଲେ । ଫଳରେ ତାଙ୍କ ମୁଣ୍ଡରେ...

ମଧ୍ୟାହ୍ନ ଭୋଜନରେ ଝିଟିପିଟି ; ଛାତ୍ରଛାତ୍ରୀ ଅସୁସ୍ଥ

ମଧ୍ୟାହ୍ନ ଭୋଜନରେ ଝିଟିପିଟି ; ଛାତ୍ରଛାତ୍ରୀ ଅସୁସ୍ଥ

ଟିଟିଲାଗଡ : ମଧ୍ୟାହ୍ନ ଭୋଜନରେ ଝିଟିପିଟି । ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ । ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ମୁରିବାହାଲ ବ୍ଲକ ବଡ଼ତେନ୍ତୁଳିଖୁଣ୍ଟି ଗାଁର ସରକାରୀ...

Login