The Ultimate Managed Hosting Platform
ADVERTISEMENT

ନୂଆ ବର୍ଷକୁ ସ୍ୱାଗତ ଜଣାଉଛି ସାରା ବିଶ୍ୱବାସୀ

Facebook
Twitter
LinkedIn

ଭୁବନେଶ୍ୱର : ବିଦାୟ ନେଇଛି ୨୦୨୧ । ନୂଆ ବର୍ଷରେ ନୂଆ ଆଶା ଓ ଆକାଂକ୍ଷା ନେଇ ୨୦୨୨କୁ ସ୍ୱାଗତ ଜଣାଇଛନ୍ତି ସାରାବିଶ୍ୱବାସୀ । ତେବେ ଏହି କୋଭିଡ୍ । କଟକଣା ଯୋଗୁ ଜିରୋ ନାଇଟ୍ ସେଲିବ୍ରେସନ୍ ବନ୍ଦ ରହିଛି । ତଥାପି ନୂଆ ଆଶା ନେଇ ନୂଆ ସକାଳର ପହିଲି କିରଣକୁ ସମସ୍ତେ ବେସ୍ ଉପଭୋଗ କରି ନୂତନ ବର୍ଷକୁ ଆନନ୍ଦର ସହ ସ୍ୱାଗତ ଜଣାଇଛନ୍ତି । ଏବଂ ସମସ୍ତେ ପରସ୍ପରକୁ ନୂତନ ବର୍ଷର ସ୍ୱାଗତ ଜଣାଇ ମନରେ ଅତ୍ମୀୟତା ଭାବ ରଖି ବେସ୍ ଆନନ୍ଦିତ ହେଉଥିବାର ଦେଖିବାକୁ ମିଳିଛି । ଏବଂ ଚାରି ଆଡେ ଶୁଭେଚ୍ଛାର ଶୁଅ ଛୁଟିଆସୁଛି । ସେ କଲ୍ ହେଉ କି ସୋସିଆଲ ମିଡ଼ିଆ ସବୁଠି ନୂତନ ବର୍ଷର ନୂତନ ଶୁଭେଚ୍ଛାର ଖୁସିର ଲହରୀ ଖେଳିଯାଉଥିବା ନଜର ଆସିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login