ଭୁବନେଶ୍ୱର : ନୂଆବର୍ଷ ପୂର୍ବରୁ ସ୍ୱତନ୍ତ୍ର ଅଭିଯାନ କରିବ କମିଶନରେଟ ପୁଲିସ । ବାହାର ରାଜ୍ୟର ଚୋରକୁ ଧରିବାକୁ ହୋଟେଲରେ ହେବ କଡା ଚେକିଂ । ସବୁ ଥାନା ଅଧିକାରୀଙ୍କ ସହ ସମୀକ୍ଷା ବୈଠକ ପରେ ଡିସିପିଙ୍କ ସୂଚନା । ଆପାର୍ଟମେଣ୍ଟ ଲୋକଙ୍କୁ ସଚେତନ କରିବ କମିସନରେଟ ପୋଲିସ । ନୂଆ ଜ୍ଞାନକୈାଶଳ ଫିଙ୍ଗର ପ୍ରିଣ୍ଟ ସ୍କାନର ବାବଦରେ ବୁଝାଇଲେ ଡିସିପି ।
Views: 95











