ପୁରୀ : ନୂଆ ବର୍ଷ ପାଇଁ ପୁରୀରେ କଡା ସୁରକ୍ଷା ବ୍ୟବସ୍ଥା । ସୁରକ୍ଷା ବ୍ୟବସ୍ଥା ୫ ଭାଗରେ ବିଭକ୍ତ ହୋଇଛି, ୯ଟି ସେକ୍ଟର କରାଯିବ । ପୁରୀ ବଡ ଦାଣ୍ଡରେ ଆମ୍ବୁଲାନ୍ସ ଯାତାୟାତ ପାଇଁ ହେବ ଗ୍ରୀନ କରିଡର । ସମୁଦ୍ରରେ ସୁରକ୍ଷା ପାଇଁ ହଟ ସ୍ପଟ ପାଟ୍ରୋଲିଂ ସହ ରହିବ ୩ଟି ଫାଣ୍ଡି । ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ହେବ । ମରିଚ କୋଟ ଛକରୁ ହେବ ନୋ ଭେଇକିଲ ଜୋନ । ଏ ନେଇ ସୂଚନା ଦେଇଛନ୍ତି ପୁରୀ ଏସପି ।
Views: 103











