The Ultimate Managed Hosting Platform
ADVERTISEMENT

ନୂଆବର୍ଷରୁ ଆଉ ୫ ସହରକୁ ବିମାନ

Facebook
Twitter
LinkedIn

ଭୁବନେଶ୍ୱର : ବିମାନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ନୂଆ ବର୍ଷରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡାଣ ଭରିବ ଆଉ ୫ଟି ନୂଆ ବିମାନ । ନୂଆ ସ୍ଥାନକୁ ଭୁବନେଶ୍ୱରରୁ ଏହି ବିମାନ ଯିବ । ଇନ୍ଦୋର, ଡେରାଡୁନ, ଲକ୍ଷ୍ନୌ, ଜୟପୁର ଓ କୋଚିନକୁ ଉଡିବ ବିମାନ ।
ସପ୍ତାହରେ ଇନ୍ଦୋରକୁ ୪ ଦିନ ଓ ଡେରାଡୁନକୁ ୩ ଦିନ ଉଡ଼ିବ ବିମାନ । ଜାନୁଆରୀ ୧ ରୁ ଭୁବନେଶ୍ବର ଏୟାରପୋର୍ଟରୁ ଏହି ଦୁଇ ସ୍ଥାନକୁ ଇଣ୍ଡିଗୋ ବିମାନ ଚଳାଚଳ କରିବ । ସେହିଭଳି ଭୁବନେଶ୍ବର ଏୟାରପୋର୍ଟରୁ ୩ ନୂଆ ସହରକୁ ଉଡ଼ିବ ବିମା ନ। ଲକ୍ଷ୍ନୌ ଓ ଜୟପୁରକୁ ସପ୍ତାହରେ ୩ ଦିନ ଏବଂ କୋଚିନ୍ କୁ ସପ୍ତାହରେ ୭ ଦିନ ଉଡ଼ିବ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login