ନୂଆପଡା : ନୂଆପଡା ଜିଲ୍ଲାରେ ପୁଣି ବାଘ ଆତଙ୍କ । ବାଘ ଆତଙ୍କ ଖେଳାଇଥିବାରୁ ଭୟଭୀତ ହୋଇଛନ୍ତି ଲୋକେ । ଦରିଆମହୁଆଭଟା ଗାଁରେ ଗାଇକୁ ମାରିଥିବା ଅଭିଯୋଗ । ଜଙ୍ଗଲକୁ ଗାଇ ଚରି ଯାଇଥିବା ବେଳେ ମାରିଥିବା ଅଭିଯୋଗ ।ସେପଟେ ଜଙ୍ଗଲ କ୍ଷୟ ହେଉଥିବା ବେଳେ ଅନେକ ପଶୁପକ୍ଷୀ ଜନବସତି ମୁହାଁ ହେଉଛନ୍ତି । ଗତକାଲି ୪ ଟି ହାତୀ ଶିଖରଚଣ୍ଡି ପାହାଡ ଉପରେ ବୁଲୁଥିବା ଦେଖିବାକୁ ମିଳିଥିଲା । ହାତୀ ମାନେ ଖାଦ୍ୟ ଅନ୍ୱେଷଣରେ ଗାଁ … Continue reading ନୂଆପଡାରେ ପୁଣି ବାଘ ଆତଙ୍କ
Copy and paste this URL into your WordPress site to embed
Copy and paste this code into your site to embed