The Ultimate Managed Hosting Platform
ADVERTISEMENT

ନୀତୀଶ କୁମାର ଜେଡିୟୁ ବିଧାୟକ ଦଳ ନେତା, ସମ୍ରାଟ ଓ ବିଜୟ ଉପମୁଖ୍ୟମନ୍ତ୍ରୀ

Facebook
Twitter
LinkedIn

ବିହାର : ଜେଡିୟୁ ବିଧାୟକ ଦଳ ନେତା ନିର୍ବାଚିତ ହେଲେ ନୀତୀଶ କୁମାର । ଜେଡିୟୁ ବିଧାୟକ ଦଳ ବୈଠକରେ ନୀତୀଶ ନେତା ଭାବେ ନିର୍ବାଚିତ । କାଲି ଦିନ ୧୧ଟା ୩୦ରେ ଶପଥ ନେବେ ନୀତୀଶ କୁମାର । ଆସନ୍ତାକାଲି ଦଶମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ କୁମାର ।
ସରିଲା ବିହାର ବିଜେପି ବିଧାୟକ ଦଳ ବୈଠକ । ସମ୍ରାଟ ଚୈାଧୁରୀ ବିଜେପି ବିଧାୟକ ଦଳ ନେତା ନିର୍ବାଚିତ । ବିଜୟ ସିହ୍ନା ବିଧାୟକ ଦଳ ଉପନେତା ନିର୍ବାଚିତ । ସମ୍ରାଟ ଚୈାଧୁରୀ, ବିଜୟ ସିହ୍ନା ପୂର୍ବଭଳି ଉପମୁଖ୍ୟମନ୍ତ୍ରୀ ରହିବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login