The Ultimate Managed Hosting Platform
ADVERTISEMENT

ନିୟମିତ ପଇଡ ପାଣି ପିଇବାର ଫାଇଦା ଜାଣନ୍ତୁ…..

Facebook
Twitter
LinkedIn

ବ୍ୟୁରୋ : ପଇଡ ପାଣି ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏଥିରେ ଆଣ୍ଟି ଆକ୍ସିଡେଣ୍ଟ, ଭିଟାମିନ ସି, ଏନଜାଇମ, ବି କୋମ୍ପେଲକ୍ସ ଠାରୁ ମଧ୍ୟ ଅନେକ ପୋଷକ ତତ୍ତ୍ବ ଭରପୂର ମାତ୍ରାରେ ରହିଥାଏ । କେବଳ ଗରମ ଦିନରେ ନୁହେଁ ବରଂ ସବୁ ସମୟରେ ଏହାର ସେବନ ଲାଭଦାୟକ ହୋଇଥାଏ । ପଇଡ ପାଣି ଦ୍ବାରା ହାଇପରଟେନସନର ଚିନ୍ତା ଦୂର ହୋଇଥାଏ । ଯାହାଦ୍ବାରା ରକ୍ତଚାପକୁ ନିୟନ୍ତ୍ରଣ କରାଯାଇଥାଏ । ମୁଣ୍ଡବ୍ୟଥା ଏବଂ ମାଇଗ୍ରେନର କଷ୍ଟରୁ ମୁକ୍ତି ପାଇବା ପାଇଁ ପଇଡ ପାଣି ଫଳପ୍ରଦ ହୋଇଥାଏ । ଏଥିରେ ଭରି ରହିଥିବା ମ୍ୟାଗ୍ନେସିୟମ କଷ୍ଟରୁ ମୁକ୍ତି ଦେବାରେ ସାହାଯ୍ୟ କରିଥାଏ।
ପଇଡ ପାଣି ପୋଷକ ତତ୍ତ୍ବ ଏବଂ ପ୍ରାକ୍ରୁତିକ ଲକ୍ଷଣଯୁକ୍ତ ପଦାର୍ଥ । ଗର୍ଭବତୀ ମହିଳାଙ୍କର ପୋଷଣରେ ଜଡିତ ଅନେକ ଆବଶ୍ୟକକୁ ପୁରା କରିବାରେ ଏହା ବହୁତ ଲାଭଦାୟକ ହୋଇଥାଏ । ଏହା ପିଇବା ଦ୍ବାରା ୟୁରିନ ଇନଫେକସନ ଭଳି ଚିନ୍ତାକୁ ଦୂର କରିଥାଏ । ପ୍ରତିରୋଧକ କ୍ଷମତାକୁ ମଜବୁତ କରିବାରେ ମଧ୍ୟ ସାହାଯ୍ୟ କରେ ।
ଯଦି ଆପଣଙ୍କର କେଶ ଝଡୁଥାଏ, ତେବେ ପଇଡ ପାଣି ପିଅନ୍ତୁ । ଏଥିରେ ଭିଟାମିନ ଏବଂ ଆଇରନ ରହିଥାଏ ଯାହା କେଶକୁ ବଢ଼ାଇବା ସହିତ କେଶ ଝଡିବା କମ୍ କରିଥାଏ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାରମ୍ବାର ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ରଦ୍ଦ ହେବ ରେଜିଷ୍ଟ୍ରେସନ ଓ ଲାଇସେନ୍ସ

ବାରମ୍ବାର ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ରଦ୍ଦ ହେବ ରେଜିଷ୍ଟ୍ରେସନ ଓ ଲାଇସେନ୍ସ

ଭୁବନେଶ୍ୱର : ଟ୍ରାଫିକ ନିୟମ ଉଲଂଘନ କରୁଥିଲେ ସାବଧାନ । ବାତିଲ ହେବ ଗାଡି ରେଜିଷ୍ଟ୍ରେସନ ଲାଇସେନ୍ସ । ବ୍ଲାକ୍ ଲିଷ୍ଟ ହୋଇପାରେ ଆପଣଙ୍କ ଗାଡ଼ି ।...

ଗୁଜୁରାଟରେ ସବୁ ମନ୍ତ୍ରୀଙ୍କ ଇସ୍ତଫା

ଗୁଜୁରାଟରେ ସବୁ ମନ୍ତ୍ରୀଙ୍କ ଇସ୍ତଫା

ଗୁଜୁରାଟ : ଗୁଜୁରାଟରେ ମୁଖ୍ୟମନ୍ତ୍ରୀଙ୍କୁ ଛାଡି ସବୁ ମନ୍ତ୍ରୀଙ୍କ ଇସ୍ତଫା । ସମସ୍ତ ମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କଲେ ରାଜ୍ୟପାଳ । ଆଜି ରାତିରେ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ସ୍କର୍ପିଓ-ଟ୍ରେଲର ମୁହାଁମୁହିଁ ଧକ୍କା ; ୪ ଜଣଙ୍କର ଚାଲିଗଲା ଜୀବନ

ରାଜସ୍ଥାନ : ରାଜସ୍ଥାନର ବାଲୋତ୍ରାର ସିନ୍ଦାରି ଥାନା ସୀମା ଅନ୍ତର୍ଗତ ସଦା ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି ।...

Login