ଲକ୍ଷ୍ମୀପୁର : ଲକ୍ଷ୍ମୀପୁରରେ ଯାତ୍ରା ପରିବେଷଣ ବେଳେ ତୁମୁଳ କାଣ୍ଡ । ନିଶା ମହାରଣାଙ୍କୁ ଅନୁମତି ନ ଦିଆଯିବାରୁ ଭଙ୍ଗାରୁଜା । ପେଣ୍ଡାଲକୁ ନିଶା ମହାରଣାଙ୍କୁ ପୋଲିସ ନ ଛାଡିବାରୁ ତାତିଲେ ଦର୍ଶକ । ପୋଲିସ ଉପସ୍ଥିତିରେ ପେଣ୍ଡାଲ ଉପରକୁ ଦର୍ଶକ ଫୋପାଡିଲେ ଚେୟାର । ରାତି ୨ଟାର୍ ନାୟକ ଆରମ୍ଭ ହେବା ମାତ୍ରେ ଦର୍ଶକଙ୍କ ଭଙ୍ଗାରୁଜା । ଦର୍ଶକଙ୍କ ତୁମୁଳ କାଣ୍ଡ ପରେ ଅଧାରୁ ବନ୍ଦ ହେଲା ଅପେରା । ଦର୍ଶକ ୪୦୦ ଟଙ୍କା ଲେଖାଏଁ ଟିକଟ କରିଥିଲେ । କିନ୍ତୁ ନିଶା ମହାରଣା ଯାତ୍ରା ପେଣ୍ଡାଲକୁ ଆସିନଥିଲେ । ରାତି ୨ଟାରେ ନାଟକ ଆରମ୍ଭ ହେବା ମାତ୍ରେ ଦର୍ଶକଙ୍କ ଭଙ୍ଗାରୁଜା କରିଥିଲେ । ଦର୍ଶକଙ୍କ ତୁମୁଳ କାଣ୍ଡ ପରେ ଅଧାରୁ ବନ୍ଦ ହୋଇଗଲା ଅପେରା ।
Views: 66











