The Ultimate Managed Hosting Platform
ADVERTISEMENT

ନିର୍ବାଚନ ଲଢିବେ ନାହିଁ ପ୍ରିୟଙ୍କା ଗାନ୍ଧୀ !

Facebook
Twitter
LinkedIn

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଦୁଇଟି ହାଏପ୍ରୋଫାଇଲ ଆସନ ରାୟବରେଲି ଓ ଅମେଠିକୁ ନେଇ ଦ୍ବନ୍ଦ୍ବ ଦେଖା ଦେଇଛି। ବିଶେଷ ସୂତ୍ରରୁ ଜଣାପଡ଼ିଛି କି ପ୍ରିୟଙ୍କା ଗାନ୍ଧି ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ। ସେ କେବଳ ନିର୍ବାଚନ ପ୍ରଚାର କରିବେ। ଏହି କ୍ରମରେ ରାହୁଲ ଗାନ୍ଧି ଅମେଠିରୁ ନା ରାୟବରେଲିରୁ ନିର୍ବାଚନ ଲଢ଼ିବେ ତାହା ଆସନ୍ତାକାଲିସ୍ଥିର ହେବ। ଏହାପୂର୍ବରୁ କୁହାଯାଉଥିଲା କି ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଅମେଠି ଓ ରାୟବରେଲି ଆସନର ପ୍ରାର୍ଥୀ ହୋଇ ନିର୍ବାଚନ ପଡ଼ିଆକୁ ଓହ୍ଲାଇବେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login