ଭୁବନେଶ୍ବର: ଓଡିଶା ଆସୁଛି ସେଣ୍ଟ୍ରାଲ ଆର୍ମଡ଼ ପୁଲିସ ଫୋର୍ସ। ନିର୍ବାଚନ ପୂର୍ବରୁ ମୁତୟନ ହେବେ ୭୫ ପ୍ଲାଟୁନ ଫୋର୍ସ । ଆଜି ଓଡ଼ିଶାରେ ପହଞ୍ଚିବେ ୧୫ ପ୍ଲାଟୁନ ଫୋର୍ସ । ପରେ ଦ୍ୱିତୀୟ ପର୍ୟ୍ୟାୟରେ ପହଞ୍ଚିବେ ୬୦ ପ୍ଲାଟୁନ ଫୋର୍ସ ।
ଗଞ୍ଜାମ, ସମ୍ବଲପୁର, ଅନୁଗୁଳ ପ୍ରଥମେ ଗସ୍ତ କରିବାର ସମ୍ଭାବନା ରହିଛି । ପରିସ୍ଥିତି ଅନୁଯାୟୀ ଫୋର୍ସ ଆହୁରି ବଢ଼ିପାରେ । ନିର୍ବାଚନ କମିଶନଙ୍କ ଆବଶ୍ୟକତା ମୁତାବକ ନିୟୋଜିତ ହେବେ।ଗତକାଲି ପଶ୍ଚିମବଙ୍ଗ ଯାଇଥିଲା ସେଣ୍ଟ୍ରାଲ ଆର୍ମଡ଼ ପୁଲିସ ଫୋର୍ସ । ଏ ନେଇ ଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର ସୂଚନା ଦେଇଛନ୍ତି।
Views: 78











