The Ultimate Managed Hosting Platform
ADVERTISEMENT

ନିର୍ବାଚନ ଡ୍ୟୁଟି ସାରି ଘରକୁ ଫେରୁଥିବା ସମୟରେ ଗାଡି ଧକ୍କାରେ ପ୍ରିିଜାଇଡିଂ ଅଫିସରଙ୍କ ମୃତ୍ୟୁ

Facebook
Twitter
LinkedIn

ଟିଟଲାଗଡ : ପ୍ରିିଜାଇଡିଂ ଅଫିସରଙ୍କ ମୃତ୍ୟୁ । ନିର୍ବାଚନ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଗାଡି ଧକ୍କାରେ ପ୍ରିିଜାଇଡିଂ ଅଫିସରଙ୍କ ମୃତ୍ୟୁ । ସୂଚନା ଅନୁଯାୟୀ ମୃତକ ଜଣକ ହେଲେ କୁଆଁର ଗ୍ରାମର ସ୍କୁଲ ଶିକ୍ଷକ ସୁଦାମ ଚରଣ ପୁରୋହିତ । ଖୋଲାନ ପଞ୍ଚାୟତରେ ପ୍ରିଜାଇଡିଂ ଅଫିସର ଥିଲେ ସୁଦାମ ଚରଣ ପୁରୋହିତ । ବାଲାଟ ପେପର ଓ ଭୋଟବାକ୍ସ ଡିପୋଜିଟ କରି ବାଇକରେ ଘରକୁ ଫେରୁଥିବା ବେଳେ ଟିଟିଲାଗଡ଼ନିକଟ ଗୋଏଲଭାଡି ନିକଟରେ ଦୁର୍ଘଟଣା ଘଟିଥିଲା । ଗୋଏଲଭାଡି ଛକ ନିକଟରେ ପୋଲିସ ପୋଲିସ ବସ୍ ହଠାତ ବ୍ରେକ ଦେବାରୁ ବାଇକରେ ଥିବା ପ୍ରିଜାଇଡିଂ ଅଫିସର ପଛରେ ପିଟି ହୋଇଥିଲେ । ପୋଲିସ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପୋଲିସ ପ୍ରଥମେ ଟିଟିଲାଗଡ ଉପଖଣ୍ଡ ଡାକ୍ତରଖାନା ଓ ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରିଥିଲେ । ଚେକଅପ୍ ପରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ତେବେ ମୃତ ଶିକ୍ଷକଙ୍କ ପରିବାର ଜଣଙ୍କୁ ସରକାରୀ ଚାକିରୀ ଏବଂ ସହାୟତା ଦାବି କରିଛନ୍ତି ପରିବାର ଲୋକେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

Login