The Ultimate Managed Hosting Platform
ADVERTISEMENT

ନିର୍ଦ୍ଦେଶକଙ୍କ ପ୍ରେମରେ ସମନ୍ଥା !

Facebook
Twitter
LinkedIn

ମୁମ୍ବାଇ : ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁଙ୍କ ବ୍ୟକ୍ତିଗତ ଜୀବନ ସବୁବେଳେ ଚର୍ଚ୍ଚାରେ ରହିଆସିଛି। ସାମନ୍ଥା ପ୍ରଥମେ ଅଭିନେତା ନାଗା ଚୈତନ୍ୟଙ୍କୁ ବିବାହ କରିଥିଲେ। କିନ୍ତୁ କିଛି ବର୍ଷ ପରେ ସେମାନେ ଅଲଗା ହୋଇଯାଇଥିଲେ। ନାଗାଙ୍କ ବିବାହ ପରେ ସାମନ୍ଥାଙ୍କ ଜୀବନରେ କେହି ଅଛନ୍ତି କି ନାହିଁ ସେନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ନିର୍ଦ୍ଦେଶକଙ୍କ ସହ ତାଙ୍କ ନାମ ଯୋଡାଯାଉଛି। ଗତ ବର୍ଷ ସାମନ୍ଥା, ସିଟାଡେଲ: ହନି ବନିର ନିର୍ଦ୍ଦେଶକ ରାଜ ନିଡିମୋରୁଙ୍କୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ହେଉଥିଲା। ଏବେ ଏହି ଚର୍ଚ୍ଚା ଉପରେ ମୋହର ମାରିଛି ରାଜ୍-ସାମନ୍ଥାଙ୍କ ଫଟୋ। ଫେବ୍ରୁଆରି ୧ ତାରିଖରେ ସାମନ୍ଥା ରୁଥ୍ ପ୍ରଭୁ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ୱାର୍ଲ୍ଡ ପିକଲବଲ୍ ଲିଗ୍ ମ୍ୟାଚର ଅନେକ ଫଟୋ ସେୟାର କରିଥିଲେ। ସେ ରାଜଙ୍କ ସହିତ ଚାଲୁଥିବାର ଦେଖାଯାଇଛି।ଏହି ଫଟୋ ଭାଇରାଲ ହେବା ପରେ ଏବେ ଦୁହିଁଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...

ADVERTISEMENT

Login