ଚୈାଦ୍ୱାର : ନିର୍ଗୁଣ୍ଡିର ଏକ ଗ୍ୟାରେଜରୁ ୨ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ପହଁଚି ମୃତଦେହ ଉଦ୍ଧାର କଲା ଟାଙ୍ଗୀ ପୋଲିସ । ମୃତ୍ୟୁର କାରଣ ଜଣାପଡି ନ ଥିବା ବେଳେ ପୋଲିସର ତଦନ୍ତ ଜାରି । ମୃତକଙ୍କ ମଧ୍ୟରୁ ଜଣେ ତେରୁଆଁ ଗାଣର ହୋଇଥିବା ବେଳେ ଅନ୍ୟ ଜଣେ ଯାତ୍ରା ପଡିଆ ଅଞ୍ଚଳର । ଘଟଣାସ୍ଥଳରେ ପହଞ୍ଚିଛନ୍ତି ଟାଙ୍ଗୀ ପୋଲିସ ଓ ଅତିରିକ୍ତ ଏସିପି ।
Views: 63











