The Ultimate Managed Hosting Platform
ADVERTISEMENT

ନିଦେ୍ର୍ଦାଷକୁ ସଜା ଦେଲେ -ପରୀ ମା

Facebook
Twitter
LinkedIn

ନୟାଗଡ : କୋର୍ଟ ରାୟକୁ ନେଇ ଜମା ଖୁସି ନୁହେଁ କହିଲେ ପରୀର ମାଆ । ଜମାରୁ ଖୁସି ନୁହେଁ , ଆମକୁ ଆଦୈା ନ୍ୟାୟ ମିଳିନି । ଗୋଟିଏ ନିଦେ୍ର୍ଦାଷକୁ ଧରି ସଜା ଦେଇଦେଲେ । ମୋ ଛୁଆକୁ ମାରି ଦେଲେ ଆଉ ଜଣଙ୍କ ଜୀବନ ବରବାଦ କରିଦେଲେ । ବାବୁଲି ନାଏକ ମୋ ଛୁଆକୁ ମାରିଛି , ଅରୁଣ ସାହୁଙ୍କ ହାତ ଅଛି । ଗରିବ ବୋଲି ସେମାନେ ଆମକୁ ମଣିଷ ଭାବୁନାହାନ୍ତି । ଆମ ପାଖରେ ସମ୍ବଳ ନାହିଁ , କେବଳ ଧର୍ମରେ ଅଛୁ । ଯଦି ସୁଯୋଗ ମିଳେ ତେବେ ସ୍ୱର ଉଠାଇବୁ କହିଲେ ପରୀର ମାଆ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବିମାନରେ ମଦ ପିଇ କ୍ରୁ ମେମ୍ବରଙ୍କୁ ଗାଳି କଲେ ୨ ଯାତ୍ରୀ

ଏୟାର ଇଣ୍ଡିଆ ବିମାନରେ ପୁଣି ଯାନ୍ତ୍ରିକ ତ୍ରୁଟି, ରନୱେରୁ ଫେରିଗଲା ବିମାନ

ନୂଆଦିଲ୍ଲୀ : ଇନ୍ଦୋରରୁ ଭୁବନେଶ୍ବର ଆସୁଥିବା ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି । ରନୱେରୁ ଫେରିଲା ବିମାନ । ବିମାନରେ ଥିଲେ ୧୪୦ ଯାତ୍ରୀ । ବିମାନରେ...

ADVERTISEMENT
ସପାର ୩ ବିଧାୟକ ବିଦା

ସପାର ୩ ବିଧାୟକ ବିଦା

ନୂଆଦିଲ୍ଲୀ : ସମାଜବାଦୀ ପାର୍ଟିର ୩ ବିଧାୟକ ଦଳରୁ ବହିଷ୍କୃତ । ୩ ବିଧାୟକଙ୍କୁ ବିଦା କଲା ସମାଜବାଦୀ ପାର୍ଟି । ଅଭୟ ସିଂହ, ରାଜେଶ ସିଂହ...

Login