The Ultimate Managed Hosting Platform
ADVERTISEMENT

ନିଟ ମାମଲା : ଭୁବନେଶ୍ୱରରୁ ଜଣେ ଗିରଫ

Facebook
Twitter
LinkedIn

ଭୁବନେଶ୍ୱର: ନିଟ-ୟୁଜି ପେପର ଲିକ ମାମଲାରେ ଭୁବନେଶ୍ୱରରୁ ଜଣେ ଗିରଫ । ଭୁବନେଶ୍ୱରରୁ ସୁଶାନ୍ତ ସାମନ୍ତଙ୍କୁ ଗିରଫ କଲା ସିବିଆଇ । ପ୍ରଶ୍ନପତ୍ର ବିତରଣରେ ସମ୍ପୃକ୍ତି ଅଭିଯୋଗରେ ଗିରଫ ସୂଚନା । ପ୍ରଶ୍ନ ପତ୍ର ଲିକ କରି ଏହା ବାଣ୍ଟିବାରେ ସୁଶାନ୍ତଙ୍କ ଭୂମିକା ରହିଥିବା ନେଇ ସିବିଆଇ ତାଙ୍କୁ ଗିରଫ କରିଛି। ଭୁବନେଶ୍ୱରରୁ ସୁଶାନ୍ତଙ୍କୁ ଗିରଫ କରାଯାଇ ପାଟନା ନିଆଯାଇ ସେଠାରେ କୋର୍ଟରେ ହାଜର କରାଯାଇଛି। ତେବେ ସିବିଆଇ ୧୦ଦିନ ରିମାଣ୍ଡ ପାଇଁ ଆବେଦନ କରିଥିବା ବେଳେ କୋର୍ଟ ୫ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login