
ସମସ୍ତେ ନିଜ କେଶକୁ ବେସ୍ ଭଲ ପାଆନ୍ତି ସେଥିପାଇଁ ସେମାନେ ମାର୍କେଟରୁ ବିଭିନ୍ନ ପ୍ରକାରର ପ୍ରଡକ୍ଟ କିଣି ନିଜ କେଶରେ ଲଗାଇଥାନ୍ତି । ତେବେ ନିଜ କେଶରେ ବିଭିନ୍ନ ପ୍ରକାରର ପ୍ରଡକ୍ଟ ଲଗେଇ ଦେଲେ ଆମେ ଆମ କେଶର ସଠିକ ଯତ୍ନ ନେଉଛେ ବୋଲି କହିଦେଲେ ହେବନି ତାର ଯତ୍ନ ନେବା ନିହାତି ଦରକାର । ତେବେ ଆସନ୍ତୁ ଜାଣିବା ନିଜ କେଶର କିପରି ଯତ୍ନନେବା ।
୧. ସପ୍ତାହରେ ଦୁଇଥର କେଶ ଧୋଇ ଦିଅନ୍ତୁ ।
୨. କେଶ ପାଇଁ High chemical ସାମ୍ପୁ ବ୍ୟବହାର କରନ୍ତୁ ନାହିଁ ।
୩. Dryness ରୋକିବା ପାଇଁ ହେୟାର କଣ୍ଡିସନର ବ୍ୟବହାର କରନ୍ତୁ ।
୪. କେଶକୁ ପୁରାପୁରି ଶୁଖାନ୍ତୁ, ଓଦା ରହିବାକୁ ଦିଅନ୍ତୁ ନାହିଁ ।
୫. କେଶରେ ଭଲ ଭାବରେ ତେଲ ଲଗାନ୍ତୁ ।
୬. କେଶରେ ଗୋଟିଏ ପ୍ରକାର ର ତେଲ, ସାମ୍ପୁ ଲଗାନ୍ତୁ ।
୭. ଧୂଳିଠାରୁ କେଶକୁ ଦୂରରେ ରଖନ୍ତୁ । ବାଇକ୍ ଯୋଗେ ଯାତ୍ରା କରିବା ସମୟରେ ଟୋପି ପିନ୍ଧନ୍ତୁ ।
୮. କେଶ କଣ୍ଡିସନର ପାଇଁ ଦହି ବ୍ୟବହାର କରନ୍ତୁ । କେଶକୁ ନରମ ଏବଂ ଶକ୍ତିଶାଳୀ କରିବାରେ ଦହିର ଅନେକ ଲାଭ ଅଛି ö
Views: 254