The Ultimate Managed Hosting Platform
ADVERTISEMENT

ନିଜକୁ ଜାଳିଦେଲେ ଯୁବକ !

Facebook
Twitter
LinkedIn

କଟକ : ଦେହରେ ଡିଜେଲ ଢାଳି ନିଜକୁ ଜାଳିଦେଲା ନାବାଳକ । ପୁରୀଘାଟ ଥାନା ମଠସାହିରେ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ମୃତକ ହେଲେ ଅଙ୍କନ ଦତ୍ତ ପଶ୍ଚିମବଙ୍ଗ ଅଞ୍ଚଳର ୧୭ ବର୍ଷୀୟ ବାଳକ । ସୂଚନା ଅନୁସାରେ, ପୁରୀଘାଟ ଥାନା ମଠ ସାହିରେ ନାବାଳକର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ପଶ୍ଚିମବଙ୍ଗ ଅଞ୍ଚଳର ହୋଇଥିବା ବେଳେ ତାଙ୍କର ବୟସ ୧୭ ବର୍ଷ ବୋଲି କୁହାଯାଉଛି । ମୃତକ ଜଣକ ପଶ୍ଚିମବଙ୍ଗରୁ ଆସି ପରିବାର ସହିତ ଗୋପାଳଜୀଉ ଲେନରେ ଭଡ଼ାରେ ରହୁଥିଲେ । କିନ୍ତୁ ସେ ନିଜ ଦେହରେ ଡିଜେଲ ଢାଳି ଜୀବନ ହାରିଥିବା କୁହାଯାଉଛି । ତେବେ ସେ ଜୀବନ ହାରିଛନ୍ତି ନା ହତ୍ୟା କରାଯାଇଛି ତାହାର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ ।ପୁରୀଘାଟ ପୋଲିସ ମୃତଦେହ ଜବତ କରି ତଦନ୍ତ ଚଳାଇଛି । ମୃତକ ଯୁକ୍ତ ଦୁଇ ଶ୍ରେଣୀରେ ଖ୍ରୀଷ୍ଟ କଲେଜରେ ପଢୁଥିଲେ । ତାଙ୍କ ବାପା କଟକରେ ରହି ବ୍ୟବସାୟ କରୁଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବିମାନରେ ମଦ ପିଇ କ୍ରୁ ମେମ୍ବରଙ୍କୁ ଗାଳି କଲେ ୨ ଯାତ୍ରୀ

ଏୟାର ଇଣ୍ଡିଆ ବିମାନରେ ପୁଣି ଯାନ୍ତ୍ରିକ ତ୍ରୁଟି, ରନୱେରୁ ଫେରିଗଲା ବିମାନ

ନୂଆଦିଲ୍ଲୀ : ଇନ୍ଦୋରରୁ ଭୁବନେଶ୍ବର ଆସୁଥିବା ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି । ରନୱେରୁ ଫେରିଲା ବିମାନ । ବିମାନରେ ଥିଲେ ୧୪୦ ଯାତ୍ରୀ । ବିମାନରେ...

ADVERTISEMENT
ସପାର ୩ ବିଧାୟକ ବିଦା

ସପାର ୩ ବିଧାୟକ ବିଦା

ନୂଆଦିଲ୍ଲୀ : ସମାଜବାଦୀ ପାର୍ଟିର ୩ ବିଧାୟକ ଦଳରୁ ବହିଷ୍କୃତ । ୩ ବିଧାୟକଙ୍କୁ ବିଦା କଲା ସମାଜବାଦୀ ପାର୍ଟି । ଅଭୟ ସିଂହ, ରାଜେଶ ସିଂହ...

Login