The Ultimate Managed Hosting Platform
ADVERTISEMENT

ନିଜକୁ ଜାଳିଦେଲେ ବୃଦ୍ଧ !

Facebook
Twitter
LinkedIn

ଦିଗପହଣ୍ଡି : ସୁଇସାଇଡ ନୋଟ ଲେଖି ନିଜକୁ ଜାଳିଦେଲେ ବୃଦ୍ଧ । ପାଟପୁର ଥାନା ବଢିଆଉସ୍ତା ଗାଁରେ ଅଘଟଣ । କିରାସିନି ଢାଳି ନିଆଁ ଲଗାଇ ଦେବାରୁ ଜୀବନ୍ତ ଦଗ୍ଧ । ଆଡପଡା ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ମୁଁ ରହିବାକୁ ଚାହୁଁନି , ବୋଉକୁ ଭଲରେ ରଖିବୁ ପୁଅକୁ ଲେଖିଛନ୍ତି ।
ସୁଇସାଇଡ ନୋଟ ମିଳିଥିବା ସୂଚନା । ମୃତ ବୃଦ୍ଧ ଜଣଙ୍କ ହେଲେ ବଢିଆ ଉସ୍ତାର ପୀତବାସ ଆଚାର୍ୟ୍ୟ । ଘଟଣାସ୍ଥଳରୁ ଏକ ସୁଇସାଇଡ୍ ନୋଟ ଜବତ କରିଛି ତଦନ୍ତ ଆରମ୍ଭ କରିଛି ପାଟପୁର ଥାନା ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login