The Ultimate Managed Hosting Platform
ADVERTISEMENT

ନିଜକୁ ଜାଳିଦେଲେ ଛାତ୍ରୀ

Facebook
Twitter
LinkedIn

ଆସିକା : ନିଜକୁ ଜାଳିଦେଲେ ନାବାଳିକା କଲେଜ ପଢୁଆ ଛାତ୍ରୀ । ଭେଟନଇ ଗାଁରେ ପେଟ୍ରୋଲ ଢାଳି ହୋଇ ନିଆଁ ଲଗାଇ ଦେଲେ । ଘଟଣାସ୍ଥଳରେ ଜୀବନ୍ତ ଦଗ୍ଧ । ତେବେ କାହିଁକି ଏପରି କଲେ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପହଁଚିଲା ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login