ଗଞ୍ଜାମ : ଛତ୍ରପୁର ନିକଟ ସମୁଦ୍ରରେ ନିଖୋଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର । ଛାତ୍ରୀଙ୍କୁ ଉଦ୍ଧାର ପାଇଁ ଏୟାରକ୍ରାପ୍ଟ ନିୟୋଜିତ ହୋଇଥିଲା । ଆଜି ସମୁଦ୍ରରେ ଗାଧୋଇବା ବେଳେ ୬ ଛାତ୍ରୀ ଭାସିଯାଇଥିଲେ । ୪ ଜଣଙ୍କୁ ଉଦ୍ଧାର କରିଥିଲେ ଲୋକେ । ଆଉ ୨ ଜଣ ବୁଡା ଯାଇଥିଲେ ।
ଆଜି ସକାଳେ ୬ ଜଣ ସାଙ୍ଗ ମିଶି ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ । ୬ ଜଣ ସାଙ୍ଗ ଗାଧୋଉଥିବାବେଳେ ଭାସିଯାଇଥିଲେ । ୪ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ପରେ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।
Views: 88