The Ultimate Managed Hosting Platform
ADVERTISEMENT

ନିଆଁ ସହ ଖେଳୁଛନ୍ତି ସରକାର : ଜୁଏଲ

Facebook
Twitter
LinkedIn

ଭୁବନେଶ୍ୱର : ସରକାରଙ୍କ ଉପରେ ବର୍ଷିଲେ ଜୁଏଲ । ଆଦିବାସୀଙ୍କ ଜମି କିଣା ଓ ବିକା ପ୍ରସଙ୍ଗରେ ଜୁଏଲ ଓରାମଙ୍କ କଡା ମନ୍ତବ୍ୟ । ନିଆଁ ସହ ଖେଳୁଛନ୍ତି ସରକାର କହିଲେ ସାଂସଦ ଜୁଏଲ ଓରାମ । ଜନଜାତିର ସମସ୍ୟାକୁ ସରକାର ଗମ୍ଭୀରତାର ସହ ନେବା ଦରକାର । କ୍ୟାବିନେଟ ନିଷ୍ପତ୍ତିକୁ ଗେଜେଟ ନୋଟିଫିକେସନ ଜରିଆରେ ପ୍ରକାଶ କରନ୍ତୁ । ଟ୍ରାଇବାଲ ଆଡଭାଇଜରି କମିଟିକୁ ପଠାଇ ଆମକୁ ଭକୁଆ ବନାନ୍ତୁ ନାହିଁ । ଏହାର ଉତ୍ତର ସରକାର ଆଦିବାସୀଙ୍କ ଠାରୁ ପାଇବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login