ନାଲକୋରେ କ୍ଷତିଗ୍ରସ୍ତ ଜମିହରାଙ୍କ ନିଯୁକ୍ତି ନେଇ ଦାବି

ତାଳଚେର : ନାଲକୋ କର୍ତ୍ତୁପକ୍ଷଙ୍କ ମନମାନି । ତାଳଚେର ବ୍ଲକ୍ ଅନ୍ତର୍ଗତ ଗୋବରା, କର୍ଣ୍ଣପୂର୍, ବରଯୋରୋଡା, ଡଅଁରା ଓ ପଦ୍ମାବତି ପୁର ପଞ୍ଚାୟତର ଗ୍ରାମବାସୀ ମାନେ ତାଳଚେର ସୁରକ୍ଷା ମଞ୍ଚ ସହଯୋଗରେ ଆଜି ହାତଟୋଟା ସ୍ଥିତ ଡାକ ବଙ୍ଗଳା ଠାରେ ଏକ ସାମ୍ୱାଦିକ ସମ୍ମିଳନୀ ର ଆୟୋଜନ କରିଥିଲେ। ଏଥିରେ ନାଲକୋ କମ୍ପାନୀରୁ ବାହାରୁଥିବା ବର୍ଜ୍ୟ ପାଉଁଶ ଗୁଡ଼ିକୁ ନାଲକୋ କର୍ତ୍ତୁପକ୍ଷଙ୍କ ଚଞ୍ଚକତା ଯୋଗଗୁଁ ଏମସିଏଲ ର ଖୋଲା କୋଇଲା ଖଣି ଗୁଡ଼ିକରେ ପାଇପ୍ ଯୋଗେ ନ … Continue reading ନାଲକୋରେ କ୍ଷତିଗ୍ରସ୍ତ ଜମିହରାଙ୍କ ନିଯୁକ୍ତି ନେଇ ଦାବି