ଫୁଲବାଣୀ : ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ମାନ୍ୟବର ପୋକ୍ସୋ କୋର୍ଟ ଶୁଣାଇଲେ ରାୟ । ଅଭିଯୁକ୍ତ ବିଜୟ କୁମାର ନାୟକକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅଧିକ ଏକ ବର୍ଷ ସଶ୍ରମ କାରାଦଣ୍ଡ, ରାୟ ଶୁଣାଇଲେ ମାନ୍ୟବର ସ୍ୱତନ୍ତ୍ର ପୋକସୋ କୋର୍ଟ ର ବିଚାରପତି ସଂଜିତ କୁମାର ବେହେରା ।
Views: 98