The Ultimate Managed Hosting Platform
ADVERTISEMENT

ନାଟ ମଣ୍ଡପ ମରାମତି ; ଅପରାହ୍ନରେ ମିଟିଂ

Facebook
Twitter
LinkedIn

ପୁରୀ : ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ପାଇଁ ପ୍ରସ୍ତୁତ ହେବ ଏସଓପି । ଏ ନେଇ ଆଜି ଅପରାହ୍ନରେ ବସିବ ଗୁରୁତ୍ୱପୁର୍ଣ୍ଣ ବୈଠକ । ଶ୍ରୀମନ୍ଦିର ପ୍ରଶାସନ, ଏଏସଆଇ ଓ ସେବାୟତଙ୍କୁ ନେଇ ବସିବ ବୈଠକ । କେତେବେଳେ ମରାମତି କାର୍ଯ୍ୟ ହେବ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ । ବୈଠକ ପରେ କାମ କେମିତି ଓ କେତେବେଳେ ମରାମତି କାମ କରାଯିବ ତାହା ଚୂଡାନ୍ତ ହେବ। ମହାଧାର୍ମିକ କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ ହେଉଥିବାବେଳେ ଗରୁଡ଼ ସ୍ତମ୍ଭ ପାଖରେ ଭୋଗମଣ୍ଡପ ରହିଛି। ଏହି କାରଣରୁ କେତେବେଳେ ଏଏସଆଇକୁ ମରାମତି ପାଇଁ ସୁଯୋଗ ଦିଆଯିବ ତାହା ବୈଠକ ପରେ ସ୍ପଷ୍ଟ ହେବ । ନାଟମଣ୍ଡପ ମରାମତି ପାଇଁ ଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏଏସଆଇ ପକ୍ଷରୁ ନାଟମଣ୍ଡପ ମରାମତି ପାଇଁ ଶ୍ରୀମନ୍ଦିର ପ୍ରଶାସନଙ୍କୁ ଚିଠି ଲେଖାଯାଇଥିବା ସୂଚନା ମିଳିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login