The Ultimate Managed Hosting Platform
ADVERTISEMENT

ନାଇଟକ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ

Facebook
Twitter
LinkedIn

ନୂଆଦିଲ୍ଲୀ ; ତୁର୍କୀ ଇସ୍ତାନବୁଲର ଏକ ନାଇଟକ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ । ନାଇଟକ୍ଲବରେ ନିଆଁ ଲାଗି ଚାଲିଗଲା ୨୯ ଜଚ୍ଚଙ୍କ ଜୀବନ । ୧୫ ଜଣ ଗୁରୁତର ଆହତ ହୋଇଛନ୍ତି । ନାଇଟକ୍ଲବର ନବୀକରଣ କାମ ଚାଲିଥିବା ବେଳେ ଅଘଟଣ । ମ୍ୟାନେଜର ସମେତ ୮ ଜଣଙ୍କୁ ଅଟକ ରଖିଲା ପୋଲିସ । ଘଟଣାସ୍ଥଳରେ ପୋଲିସ ଏବଂ ଦମକଳ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଛି । ଏହି ମାମଲାରେ ପୋଲିସ କ୍ଲବର ନବୀକରଣ କାର୍ଯ୍ୟ ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଇୃାନବୁଲର ବେସିକଟାସ ଜିଲ୍ଲାରେ ଥିବା ଏକ ୧୬ ମହଲା ବିଶିଷ୍ଟ କୋଠାର ତଳ ମହଲାରେ ନାଇଟ କ୍ଲବଟି ଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login