ନୂଆଦିଲ୍ଲୀ : ପାକିସ୍ତାନ ପରେ ନାଇଜେରିଆ ରକ୍ତାକ୍ତ ସଂଘର୍ଷ । ଦୁଇ ଦଳିତ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷରେ ୩୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏହା ବିଷୟରେ ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି । ନାଇଜେରିଆରେ ଅଧିକ ମୁସଲମାନ ଉତ୍ତର ଅଞ୍ଚଳରେ ରହିଛନ୍ତି । ସେହିପରି ଅନ୍ୟ ଜାତିର ଲୋକ ଦକ୍ଷିଣ ଅଞ୍ଚଳରେ ରହୁନ୍ତି । ଏମାନଙ୍କ ମଧ୍ୟରେ ବିଭାଜନକୁ ନେଇ ପ୍ରାୟତ ଝଗଡା ଲାଗିଥାଏ । ଏଠାରେ ଅନେକ ବର୍ଷର ଜାତି ଏବଂ ଧର୍ମକୁ ନେଇ ହିଂସା ଦେଖିବାକୁ ମିଳିଥାଏ । ଘଟଣା ପରେ ସୁରକ୍ଷା ଅଧିକାରୀ ସ୍ଥାନୀୟ ଅଞ୍ଚଳକୁ ଯାଇ ମୁତୟନ ହୋଇଛନ୍ତି ୨୪ ଘଣ୍ଟା ପାଇଁ କଫ୍ୟୁ ଲାଗିଛି । ଯେଉଁଠାରେ ହୁଡଲୁମ୍ସ ଲୋକ ରହିଛନ୍ତି, ସେଠାରେ ଏଭଳି କାଣ୍ଡ ଘଟିଛି । ହୁଡଲୁମ୍ସ ଏକ ସ୍ଥାନୀୟ ଶବ୍ଦ । ଯାହାର ବ୍ୟବହାହର ଅପରାଧିଙ୍କ ପାଇଁ କରାଯାଏ । ଉତ୍ତର ଏବଂ ମଧ୍ୟ ନାଇଜେରିଆରେ ସବୁବେଳେ ହତ୍ୟାକାଣ୍ଡ, ସାମୂହିକ ଅପହରଣ, ଡାକୟତି ଘଟଣା ସାମ୍ନାକୁ ଆସିଥାଏ ।ସୂଚନାଯୋଗ୍ୟ, ଚଳିତବର୍ଷ ଏପ୍ରିଲ ମାସରେ ୫୦ ଲୋକ ପ୍ରାଣ ହରାଇଥିଲେ । ଯେଉଁଠି ବନ୍ଧୁକଧାରୀ ଗାଁରେ ପଶି ଆକ୍ରମଣ କରିଥିଲେ ।
ନାଇଜେରିଆରେ ସାଂପ୍ରଦାୟିକ ହିଂସା, ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ , ୩୦ ମୃତ
Facebook
Twitter
LinkedIn
Facebook
Twitter
LinkedIn
Recent News
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...
Intrigue_certaine_et_défis_majeurs_avec_casino_spinania_pour_parieurs_audacieux
Intrigue certaine et défis majeurs avec casino spinania pour parieurs audacieuxL’Évolution des Jeux de Casino en LigneL'Impact des Nouvelles Technologies...







