The Ultimate Managed Hosting Platform
ADVERTISEMENT

ନଭେମ୍ବର ୨୬ରେ ପୋଲିସ ଏସଆଇ ପରୀକ୍ଷା

Facebook
Twitter
LinkedIn

ଭୁବନେଶ୍ୱର : ନଭେମ୍ବର ୨୬ରେ ଓଡିଶା ପୋଲିସ ଏସଆଇ ପରୀକ୍ଷା । ନଭେମ୍ବର ୨୬ରେ ପରୀକ୍ଷା କରାଯିବାକୁ ଆପାତତଃ ସ୍ଥିର ସୂଚନା । ଓଡିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ପ୍ରେସ ବିଜ୍ଞପ୍ତିରେ ସୂଚନା । ୨୬ ତାରିଖରେ ରାଜ୍ୟର ସମସ୍ତ ଜିଲ୍ଲାରେ ଓଏମଆର ପ୍ରଣାଳୀରେ ହେବ । ପରୀକ୍ଷାର୍ଥୀଙ୍କୁ ବିସ୍ତୁୃତ ତଥ୍ୟ ଇ-ମେଲ ମାଧ୍ୟମରେ ଜଣାଇ ଦିଆଯିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login