The Ultimate Managed Hosting Platform
ADVERTISEMENT

ନବ ହତ୍ୟା ମାମଲାକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି

Facebook
Twitter
LinkedIn

ଭୁବନେଶ୍ୱର : ନବ ଦାସଙ୍କ ହତ୍ୟାକାଣ୍ଡକୁ ପୂରିଲା ୩ ମାସ । ନବ ଦାସ ହତ୍ୟାର କାରଣ ଏଯାଏଁ ହେଲାନି ସ୍ପଷ୍ଟ । କ୍ରାଇମବ୍ରାଞ୍ଚ ସ୍ପଷ୍ଟ କଲାନି ହତ୍ୟାର କାରଣ । ଏହାକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି । ହତ୍ୟା ପଛର କାରଣ କଣ କେବେ ଜଣାପଡିବ ?
ଅନ୍ୟପଟେ ବିଜେପିକୁ ବିଜେଡିର ଜବାବ । ନବ ହତ୍ୟା ମାମଲାକୁ ନେଇ ବିଜେପିର ଅଭିଯୋଗ ପରେ ବିଜେଡିର ଜବାବ । ସରକାର ନ୍ୟାୟିକ ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି ଶଶିଭୂଷଣ । ନବ ଦାସଙ୍କ ଝିଅ ଦୀପାଳି ଲଢୁଛନ୍ତି ନିର୍ବାଚନ । ତାକୁ ନେଇ ରାଜନୀତି କରିବା ଠିକ୍ ନୁହେଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login