The Ultimate Managed Hosting Platform
ADVERTISEMENT

ନବ ଦାସ ହତ୍ୟା ଘଟଣା ; ଝାରସୁଗୁଡା ବିମାନ ବନ୍ଦରରେ ଖୋଳତାଡ

Facebook
Twitter
LinkedIn

ଭୁବନେଶ୍ୱର : ନବ ଦାସ ହତ୍ୟା ଘଟଣା । ସାନି ତଦନ୍ତ ବେଳେ ଝାରସୁଗୁଡା ବିମାନବନ୍ଦରରେ ଖୋଳତାଡ । ଝାରସୁଗୁଡା ବିମାନବନ୍ଦରରେ ଖୋଳତାଡ କଲା କ୍ରାଇମବ୍ରାଞ୍ଚ ଟିମ୍ । ପରିବାର ଲୋକଙ୍କ ବୟାନ ପରେ ବିମାନ ବନ୍ଦରରେ ଖୋଳତାଡ ।ଗୁଳିକାଣ୍ଡ ପରେ ଭୁବନେଶ୍ବରକୁ ଏୟାରଲିଫ୍ଟ ହୋଇଥିଲେ ନବ ଦାସ । କେତେବେଳେ, କିପରି ହୋଇଥିଲା ଏୟାରଲିଫ୍ଟ , ଏୟାରଲିଫ୍ଟ ବେଳେ କିଏ ରହିଥିଲେ ଏସବୁର ତଦନ୍ତ ହୋଇଛି ।
ଗତକାଲି ଝାରସୁଗୁଡ଼ା ସରବାହାଲ ନବଙ୍କ ଘରେ ପରିବାର ଲୋକଙ୍କ ବୟାନ ରେକର୍ଡ କରିଥିଲେ ତଦନ୍ତ ଅଧିକାରୀ ଏବଂ ଅତିରିକ୍ତ ଏସପିଙ୍କ ସହିତ କ୍ରାଇମବ୍ରାଞ୍ଚ ଡିଏସପି । ନବ ଦାସଙ୍କୁ ୨୦୨୩ ଜାନୁଆରୀ ୨୯ରେ ହତ୍ୟା କରାଯାଇଥିଲା। ବ୍ରଜରାଜନଗରର ଗାନ୍ଧୀ ଛକଠାରେ ପୋଲିସ ଏଏସ୍ ଆଇ ଗୋପାଳ ଦାସ ୪ ରାଉଣ୍ଡ ଗୁଳି ଚାଳନାକରି ଏହି ହତ୍ୟାକାଣ୍ଡ ଘଟାଇଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login