ଝାରସୁଗୁଡା : ଝାରସୁଗୁଡା କୋର୍ଟରେ ଆଜି ହାଜର ହେବ ଗୋପାଳ ଦାସ । ନବ ଦାସ ହତ୍ୟାକାଣ୍ଡ ଘଟଣାରେ ଆଜି ହାଜର ହେବ । କଡା ସୁରକ୍ଷାରେ ଚୈାଦ୍ୱାର ଜେଲରୁ ଝାରସୁଗୁଡା ନିଆଯାଇଛି ।
ସୂଚନା ଅନୁଯାୟୀ , ଜାନୁଆରୀ ମାସ ୨୯ ତାରିଖରେ ବ୍ରଜରାଜ ନଗରରେ ଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ଗାନ୍ଧୀ ଛକ ନିକଟରେ ନବ ଦାସଙ୍କୁ ହୋଇଥିଲା ଗୁଳି ମାଡ । ଗୁଳି ମାଡ ଘଟଣାରେ ଏଏସଆଇ ଗୋପାଳ ଦାସକୁ ଗିରଫ କରିଥିଲା ପୋଲିସ ।
Views: 77