The Ultimate Managed Hosting Platform
ADVERTISEMENT

ନବୀନ ମଧ୍ୟ ବିଜେଡି ଛାଡି ପଳେଇ ଆସିବେ : ଜୟନାରାୟଣ

Facebook
Twitter
LinkedIn

ଭୁବନେଶ୍ୱର : ବିଜେଡିକୁ ଜୟନାରାୟଣ ମିଶ୍ରଙ୍କ ପୁଣି ତାତ୍ସଲ୍ୟ । ବିଜେପି ଚାହୁଁନି ବିଜେଡି ଭାଙ୍ଗିଯାଉ କହିଲେ ଜୟନାରାୟଣ । ଦଳଟା ଥାଉ ଶତ୍ରୁ ବଞ୍ଚି ରୁହନ୍ତୁ, ଅପମାନିତ ହୁଅନ୍ତୁ । ଆମର ଲକ୍ଷ୍ୟ ନୁହେଁ ବିଜେଡି ଶୂନ କରିବା । ଯଦି ଆସିବାକୁ ଚାହିଁବେ ତେବେ ସ୍ୱାଗତ । ବିଜେପି ଯେଉଁଦିନ ହୁଇସିଲ ଫୁଙ୍କିବ ବିଜେଡି ଗୁଣ୍ଡ ହୋଇଯିବ । ଗଣମାଧ୍ୟମକୁ କିଛି ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଜୟ ନାରାୟଣ । ଅନ୍ୟପଟେ ବିଜେପି ବିଧାୟକ ଅଶୋକ ମହାନ୍ତିଙ୍କ ବୟାନକୁ ଦୋହରେଇ, ଜୟ ନାରାୟଣ କହିଛନ୍ତି, ସେମାନେ ଯଦି ଆସିବାକୁ ଚାହିଁବେ ତେବେ ସ୍ୱାଗତ । ଆମର ରାଜ୍ୟସଭାରେ ଆବଶ୍ୟକତା ଅଛି । ତେବେ ବିଜେଡି ଦଳ ଭାଙ୍ଗିଗଲେ ଦୁଃଖ ଲାଗିବ । ଦଳ ଥାଉ, ଦଳର ଲୋକ ବି ଦୀର୍ଘଯିବି ହୁଅନ୍ତୁ ବୋଲି କହିଛନ୍ତି ଜୟନାରାୟଣ । ସେପଟେ ବିଧାୟକ ଅଶୋକ ମହାନ୍ତି ବିଜେଡିର ଦୁଇ ରାଜ୍ୟସଭା ସାଂସଦ ବିଜେପିରେ ମିଶିବା ନେଇ କହିବା ପରେ, ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ୟ୍ୟ । ସେ କହିଛନ୍ତି, ବିଜେଡି କେବେ ବି ବିନା ଡେଣାରେ ଆକାଶରେ ଉଡିବାକୁ ବିଶ୍ୱାସ କରେ ନାହିଁ । ରାଜନୀତିରେ ବହୁତ ଚର୍ଚ୍ଚା ହୁଏ, ବହୁତ ବିତର୍କ ହୁଏ । ବହୁତ ଗଳ୍ପ ରଚନା ବା ସୃଷ୍ଟି କରାଯାଏ । ରାଜନୀତିରେ ଏହା ନୂଆ କଥା କିଛି ନୁହେଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login