The Ultimate Managed Hosting Platform
ADVERTISEMENT

ନବୀନ ନିବାସରେ ମମତା

Facebook
Twitter
LinkedIn

ଭୁବନେଶ୍ୱର : ନବୀନ ନିବାସରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ପୁରୀରୁ ଆସି ନବୀନ ନିବାସରେ ପହଁଚିଥିଲେ ମମତା ବାନାର୍ଜୀ । ମୁଖ୍ୟମନ୍ତ୍ରୀଙ୍କ ସହ ମମତା କରିବେ ଆଲୋଚନା । ଦୁଇ ନେତାଙ୍କ ଆଲୋଚନା ଉପରେ ସମସ୍ତଙ୍କ ନଜର । ତେବେ ସୈାଜନ୍ୟମୂଳକ ସାକ୍ଷାତକାର ହେବା ନେଇ ଆଲୋଚନା ହେଉଛି । ଜଗନ୍ନାଥଙ୍କ ପ୍ରିୟ ଭକ୍ତ ମମତା ବାନାର୍ଜୀ ହୋଇଥିବା ବେଳେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login