ଭୁବନେଶ୍ବର: ନବୀନ ନିବାସରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ । ଆଜି ସାଢ଼େ ୩ଟାରେ ଅନୁଷ୍ଠିତ ହେବ ବୈଠକ । ଏଥିରେ ନିର୍ବାଚନ ସଂକ୍ରାନ୍ତରେ ଆଲୋଚନା ହେବ। ଏହି ବୈଠକରେ ଯୋଗ ଦେଇଥିବା ପ୍ରଣବ ପ୍ରକାଶ ଦାସ, ପ୍ରତାପ ଦେବ, ପ୍ରତାପ ଜେନା ଓ ପ୍ରସନ୍ନ ଆଚାର୍ୟ୍ୟଙ୍କ ସମେତ କେତେକ ବରିଷ୍ଠ ନେତାଙ୍କୁ ନବୀନ ନିବାସକୁ ଡାକରା ଆସିଛି। ଏହି ବୈଠକରେ ବିଜେପି-ବିଜେଡି ମେଣ୍ଟ ନେଇ ଆଲୋଚନା ହୋଇପାରେ ବୋଲି କୁହାଯାଉଛି।
Views: 97











