The Ultimate Managed Hosting Platform
ADVERTISEMENT

ନବୀନ ନିବାସରେ ଟିକେଟ କସରତ

Facebook
Twitter
LinkedIn

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ବିଜେଡିକୁ ମିଳୁନି ପ୍ରାର୍ଥୀ । ନବୀନ ନିବାସରେ ଟିକେଟ ପାଇଁ କସରତ । ନବୀନ ନିବାସରେ ବରିଷ୍ଠ ବିଜେଡି ନେତୃତ୍ୱ ଉପସ୍ଥିତ । ବବି ଦାସ,ଟୁକୁନି ସାହୁ, ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଉପସ୍ଥିତ । ଟିକେଟ ଆଶାୟୀ ମନୋଜ ମିଶ୍ର ମଧ୍ୟ ଉପସ୍ଥିତ । ଆଉ ୨ ଆଶାୟୀ ଭାନୁପ୍ରତାପ ମାଝୀ ଓ ଅବନୀ ଯୋଶୀଙ୍କୁ ବି ଡକରା ହୋଇଛି । ସମସ୍ତଙ୍କ ସହ ଆଲୋଚନା ପରେ ପ୍ରାର୍ଥୀଙ୍କ ନାଁ ଘୋଷଣା । ଅନ୍ୟପଟେ ବିଜେପି ଜୟ ଢୋଲକିଆଙ୍କ ଉପରେ ମୋହର ମାରିଛି । କାଲି ନାମାଙ୍କନ ଦାଖଲ କରିବେ ଜୟ । ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର

ଭିଜିଲାନ୍ସ ଜାଲରେ ଡିଇଓ

ବେଗୁନିଆ : ଭିଜିଲାନ୍ସ ଜାଲରେ ଡାଟା ଏଣ୍ଟ୍ରି ଅପାରେଟର । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ତହସିଲର ଡାଟା ଏଣ୍ଟ୍ରି ଅପାରେଟର ସ୍ମୃତି ଜୟସିଂହଙ୍କୁ ଧରିଛି ଭିଜିଲାନ୍ସ ।...

ADVERTISEMENT

Login