The Ultimate Managed Hosting Platform
ADVERTISEMENT

“ନବୀନ ଓଡିଶା” ପାଇଁ ବଦଳିଲା ପରୀକ୍ଷା ସମୟ

Facebook
Twitter
LinkedIn

ସମ୍ବଲପୁର : ସରକାରୀ କାର୍ଯ୍ୟକ୍ରମ ପାଇଁ ବଦଳିଲା ପରୀକ୍ଷା ସମୟ । “ଆମ ଓଡିଶା ନବୀନ ଓଡିଶା” ପାଇଁ ବଦଳିଲା ପରକ୍ଷା ସମୟ । ସ୍କୁଲ ପରିସରରେ କାର୍ଯ୍ୟକ୍ରମ ଯୋଗୁଁ ବଦଳିଲା ସମୟ । ମାନେଶ୍ୱର ମାଳତୀଗୁଣ୍ଡେରପୁର ସ୍କୁଲ ଷାଣ୍ମାସିକ ପରୀକ୍ଷା ସମୟ ବଦଳିଲା । ପୂର୍ବରୁ ୧୦ଟା ୩୦ରୁ ଦିନ ୧ ଟା ଯାଏଁ ପରୀକ୍ଷା ହେବାର ଥିଲା । କିନ୍ତୁ ୭ଟାରୁ ଆରମ୍ଭ କରି ୯ଟା ୩୦ ମଧ୍ୟରେ ସାରିଦେଲେ ପରୀକ୍ଷା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login