ଭୁବନେଶ୍ୱର : ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମକୁ ହାଇକୋର୍ଟଙ୍କ ଝଟକା । ନିର୍ବାଚିତ ଜନ ପ୍ରତିନିଧିଙ୍କ ସହ ଭାଗିତାରେ ପ୍ରକଳ୍ପ ଚୟନ ପାଇଁ ନିଦେ୍ର୍ଦଶ । ସରପଞ୍ଚ ଓ ନିର୍ବାଚିତ ପ୍ରତିନିଧିଙ୍କୁ ସାଥିରେ ନେଇ ପ୍ରକଳ୍ପ ଚୟନ ନିଦେ୍ର୍ଦଶ । ପ୍ରକଳ୍ପ କାର୍ଯ୍ୟକାରିତା ପ୍ରସଙ୍ଗରେ ହସ୍ତ କ୍ଷେପ କରିବାକୁ ମନା କଲେ କୋର୍ଟ । ଜନ ପ୍ରତିନିଧିଙ୍କୁ ଉପେକ୍ଷା କରାଯାଉଥିବା ନେଇ ମାମଲା ହୋଇଥିଲା । ରାଜ୍ୟର ଏକାଧିକ ସ୍ଥାନରୁ ସମାନ ମାମଲା ଦାୟର ହୋଇଥିଲା । ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କ ସୂଚନା ।
Views: 60