The Ultimate Managed Hosting Platform
ADVERTISEMENT

ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ

Facebook
Twitter
LinkedIn

ଭୁବନେଶ୍ୱର : ସନ୍ଦେହଜନକ ଅବସ୍ଥାରେ ନବବଧୂଙ୍କ ମୃତଦେହ ଉଦ୍ଧାର । ୟୁନିଟ ୯ ଭଗବତୀ ବସ୍ତିର ଘର ଭିତରୁ ମୃତଦେହ ଉଦ୍ଧାର । ଘଟଣାସ୍ଥଳରେ ଖାରବେଳନଗର ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ନବବଧୂ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା ତାହା ଅସ୍ପଷ୍ଟ ରହିଛି । ୫ମାସ ତଳେ ବିବାହ କରିଥିଲେ ନବବଧୂ ବୋଲି କୁହାଯାଉଛି । ସ୍ବାମୀ ଓ ଦିଅରଙ୍କ ସହ ଭଗବତୀ ବସ୍ତିରେ ରହୁଥିଲେ । ମହିଳାଙ୍କ ଦେହରେ କ୍ଷତ ଚିହ୍ନ ଥିବା ନେଇ ସନ୍ଦେହ କରାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login