The Ultimate Managed Hosting Platform
ADVERTISEMENT

ନଦୀ ପାର ବେଳେ ଫସିଲେ ହାତୀପଲ

Facebook
Twitter
LinkedIn

ବୈାଦ୍ଧ : ବୈାଦ୍ଧ ଜିଲ୍ଲା କଣ୍ଟାମାଳ ରେଞ୍ଜ ମାଣିକପୁର ଗାଁ ପାଖରେ ହାତୀ ପଲ । ତେଲ ନଦୀ ଭିତରେ ଫସି ରହିଛନ୍ତି ୧୨ ଟିକିଆ ହାତୀପଲ । ସୁନାଦେଇ ଜଙ୍ଗଲରୁ ଆସ ିହାତୀପଲ ନଦୀ ପାର ବେଳେ ଫସିଲେ । ସକାଳ ହୋଇଯିବାରୁ ଗୋଟିଏ ପଟେ ଲୋକଙ୍କ ଭିଡ଼ ଓ ଅନ୍ୟପଟେ ତେଲନଦୀର ସ୍ରୋତ ଯୋଗୁଁ କୁଆଡେ ଯାଇପାରିନାହାନ୍ତି ହାତୀ ପଲ । ହାତୀପଲ ଏବେ ତେଲନଦୀ ମଝିରେ ରହି ଯାଇଛନ୍ତି । କଣ୍ଟାମାଲ ବନ ବିଭାଗ ଟିମ ପହଞ୍ଚି ହାତୀ ଘଉଡେଇବା ପାଇଁ ଚେଷ୍ଟା ଜାରି ରଖିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ପୋଲିସ SI ନିଯୁକ୍ତି କେଳେଙ୍କାରୀ ; ସାଇଣ୍ଟିଫିକ ଲ୍ୟାବ ଗଲା ଜବତ ୧୧୦ ମୋବାଇଲ

ପୋଲିସ SI ନିଯୁକ୍ତି କେଳେଙ୍କାରୀ ; ସାଇଣ୍ଟିଫିକ ଲ୍ୟାବ ଗଲା ଜବତ ୧୧୦ ମୋବାଇଲ

ଭୁବନେଶ୍ୱର : ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲାରେ ୧୧୦ ଆଶାୟୀଙ୍କ ଠାରୁ ଜବତ ହୋଇଥିବା ମୋବାଇଲ ଫୋନର ଫୋରେନସିକ ପରୀକ୍ଷା ପାଇଁ ପଠାଯାଇଛି। ଷ୍ଟେଟ୍...

Login