The Ultimate Managed Hosting Platform
ADVERTISEMENT

ନଡିଆ ତୋଳିବା ବେଳେ କରେଣ୍ଟ ଲାଗି ଚାଲିଗଲା ଜୀବନ

Facebook
Twitter
LinkedIn

ଖୋର୍ଦ୍ଧା : ନଡିଆ ତୋଳିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ବ୍ୟକ୍ତିଙ୍କ ଚାଲିଗଲା ଜୀବନ । ବୋଲଗଡ ଥାନା ନେଳିଆ ପୋଖରୀ ଗାଁରେ ଅଭାବନୀୟ ଘଟଣା ଘଟିଛି । ଉଦ୍ଧାର ବେଳେ ମୃତଦେହ ତଳେ ପଡିଯିବାରୁ ଅଗ୍ନିଶମ କର୍ମଚାରୀଙ୍କୁ ଆକ୍ରମଣ । ଆକ୍ରମଣ ପରେ ମୃତଦେହ ରଖି ଏନଏଚ ଅବରୋଧ କଲେ ଗ୍ରାମବାସୀ । ୩୩ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଖଁଗୁରିଆ ଗାଁର ଜଗୁ ପରିଡ଼ା । କ୍ଷତିପୂରଣ ଦାବିରେ ଗାଁରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଘଟଣାସ୍ଥଳରେ ବୁଝାସୁଝା କରୁଛି ବୋଲଗଡ଼ ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login