The Ultimate Managed Hosting Platform
ADVERTISEMENT

ନଡ଼ିଆ ତେଲ ଲଗାଇ ଧଳା କେଶକୁ ଦିଅ ହଟାଇ

Facebook
Twitter
LinkedIn

ଧଳା କେଶଥିଲେ ଚିନ୍ତା କରନ୍ତୁନି,ଏହି ଉପାୟ ଆଜି ହିଁ ଆପଣ ଆପଣାନ୍ତୁ ଦେଖିବେ ଧଳା କେଶ କିପରି ଘନ କଳା କେଶ ହୋଇଯିବ | ଏହାର ପ୍ରତିକାର ନିଶ୍ଚିନ୍ତ ମନେ ରଖନ୍ତୁ |

ନଡ଼ିଆ ତେଲରେ ତାଜା ଆମଲାକୁ ଫୁଟାନ୍ତୁ ଯେପର୍ଯ୍ୟନ୍ତ ଏହା କଳା ହୋଇଯାଏ | ଏହି ମିଶ୍ରଣକୁ ଥଣ୍ଡା କରିବା ପରେ ରାତିରେ ଶୋଇବା ପୂର୍ବରୁ ଏହାକୁ କେଶରେ ଲଗାନ୍ତୁ ଏବଂ ସକାଳେ କେଶ ଧୋଇ ଦିଅନ୍ତୁ | କିଛି ଦିନ ମଧ୍ୟରେ କେଶ କଳା ହେବା ଆରମ୍ଭ କରିବ |

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login