The Ultimate Managed Hosting Platform
ADVERTISEMENT

ନଗରୀ ପଞ୍ଚାୟତରେ ବୁଲିଲା ଅର୍ପଣ ରଥ

Facebook
Twitter
LinkedIn

କଟକ : ଜିଲ୍ଲା ବାରଙ୍ଗ ବ୍ଲକ ନଗରୀ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପରିକ୍ରମା କରିଥିଲା ଜୟ ଜଗନ୍ନାଥଙ୍କ ଅର୍ପଣ ରଥ । ସରପଞ୍ଚ ନରୋତ୍ତମ ଦାସଙ୍କ ନେତୃତ୍ୱରେ ଅର୍ପଣ ରଥ ପଞ୍ଚାୟତର ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲା । ଅର୍ପଣ ରଥ ଯେଉଁ ଗ୍ରାମରେ ପହଁଞ୍ଚୁଥିଲା ସେଠାରେ ଉପସ୍ଥିତ ଥିବା ମହିଳା ପୁରୁଷ ଯୁବକ ମାନେ ହରିବୋଲ ହୁଳହୁଳି ଦେବା ସହିତ ଘଣ୍ଟ ବଜାଇ ସଂକୀର୍ତ୍ତନ କରି ଗ୍ରାମ ପରିକ୍ରମା କରିବା ସହିତ ଘରକୁ ଘର ବୁଲି ଅରୁଆ ଚାଉଳ ଗୁଆ ଆଦାୟ କରୁଥିଲେ । ଏହି ଶୋଭାଯାତ୍ରାରେ ସମିତି ସଭ୍ୟ କୃଷ୍ଣ ଚନ୍ଦ୍ର ମଲ୍ଲିକ, ସମସ୍ତ ୱ।ର୍ଡ଼ର ସଭ୍ୟ ସଭ୍ୟା, ପିଓ ବବୁଲ ବାହାନ କାନୁନଗୋ, କନିଷ୍ଠ ଯନ୍ତ୍ରୀ ଜୟଶ୍ରୀ ରାଉତ, ବାରଙ୍ଗ ବ୍ଲକ ବିଜେଡି ସଭାପତି ଗୋଲଖ ପାତ୍ର, ଜିଆରଏସ ଆଶିଷ ମହାପାତ୍ର, ପ୍ରଣବ ପଟ୍ଟନାୟକ, ଜୟନ୍ତ ରଥ ,ବିକାଶ ପାତ୍ର ,ନଳୀନ ପଟ୍ଟନାୟକ,ପ୍ରଶାନ୍ତ ଦାସ, ସନ୍ତୋଷ ରଥ ପ୍ରମୁଖ ଯୋଗ ଦାନ କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login