The Ultimate Managed Hosting Platform
ADVERTISEMENT

ନକଲି ସାର୍ଟିଫିକେଟ: ୨ ଶିକ୍ଷକ ବହିଷ୍କୃତ

Facebook
Twitter
LinkedIn

ଫୁଲବାଣୀ : ନକଲି ସାର୍ଟିଫିକେଟ ଦେଇ ବହିଷ୍କୃତ ହେଲେ ୨ ଶିକ୍ଷକ । ବିଇଡିର ନକଲି ସାର୍ଟିଫିକେଟ ଦେଇ ୨ ଶିକ୍ଷକ ବହିଷ୍କୃତ । ଫଉଲବାଣୀ କ. ନୂଆଗାଁ ବ୍ଲକରେ ୨ ଶିକ୍ଷକ ଚାକିରୀରୁ ବହିଷ୍କୃତ । ୨ ଶିକ୍ଷକଙ୍କ ନାଁରେ ଥାନାରେ ଏତଲା ଦେଲେ ବ୍ଲକ ଶିକ୍ଷାଅଧିକାରୀ । ବହିଷ୍କୃତ ଶିକ୍ଷକ ହେଲେ ପ୍ରଦେୟିନି ସ୍ୱାଇଁ ଓ କୃଷ୍ଣଚନ୍ଦ୍ର ଶତପଥୀ । ପ୍ରଦେୟିନି ସ୍ୱାଇଁ ସର୍ତ୍ତିଗୁଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ । କୃଷ୍ଣ ଶତପଥୀ ଡମିସିଙ୍ଗିଆ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

Login