ନକଲି ସାର୍ଟିଫିକେଟ ମାମଲା ; ରିମାଣ୍ଡରେ ଆସିବେ ମାଷ୍ଟରମାଇଣ୍ଡ !
ବଲାଙ୍ଗୀର : ବଲାଙ୍ଗୀରରେ ନକଲି ସାର୍ଟିଫିକେଟ ମାମଲା । ରିମାଣ୍ଡରେ ଆସିବେ ମନୋଜ ମିଶ୍ର ଓ ଆଲୋକ ଉଦଗାତା । ଉଭୟଙ୍କୁ ରିମାଣ୍ଡରେ ଆଣିବାକୁ କୋର୍ଟରେ କ୍ରାଇମବ୍ରାଞ୍ଚର ଆବେଦନ । ୨ ଅଭିଯୁକ୍ତଙ୍କୁ ଆଣି ମୁହାଁମୁହିଁ ଜେରା ସମ୍ଭାବନା । ଜେରା ବେଳେ ଖୋଲିପାରେ ନକଲି ସାର୍ଟିଫିକେଟ ମାମଲାର ଗୁମର । ପୁଣି ଥରେ ଟାଉନ ଥାନାରେ ତଦନ୍ତକାରୀ ଟିମ୍ । ପୁଲିସ ଅଧିକାରୀଙ୍କ ସହ ତଦନ୍ତକାରୀ ଟିମର ଆଲୋଚନା । ଆଜି ପୋଷ୍ଟ ଅଫିସ ଯାଇ … Continue reading ନକଲି ସାର୍ଟିଫିକେଟ ମାମଲା ; ରିମାଣ୍ଡରେ ଆସିବେ ମାଷ୍ଟରମାଇଣ୍ଡ !
Copy and paste this URL into your WordPress site to embed
Copy and paste this code into your site to embed