ବଲାଙ୍ଗୀର : ନକଲି ସାର୍ଟିଫିକେଟ ମାମଲାରେ କ୍ରାଇମବ୍ରାଞ୍ଚର ତନାଘନା । ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଡାକଘରେ କ୍ରାଇମବ୍ରାଞ୍ଚ ଟିମର ତଦନ୍ତ । ପୋଷ୍ଟାଲ ଅଧୀକ୍ଷକଙ୍କ ସହ କ୍ରାଇମବ୍ରାଞ୍ଚ ଟିମର ଆଲୋଚନା ।
ସେପଟେ ନକଲି ସାର୍ଟିଫିକେଟ ମାମଲାରେ ପୂର୍ବରୁ ମନୋଜ ମିଶ୍ରଙ୍କ କୋଚିଂ ସେଣ୍ଟରରେ ଚଢାଉ କରିଥିଲା କ୍ରାଇମବ୍ରାଞ୍ଚ । ଏ ନେଇ ଅଧିକ ଖୋଳତାଡ ଚାଲିଛି । ଅଧିକ ତଦନ୍ତ ପାଇଁ ରାଜ୍ୟ ବାହାରକୁ ମଧ୍ୟ ଯାଇପାରେ କ୍ରାଇମବ୍ରାଞ୍ଚ ଟିମ୍ ।
Views: 64