The Ultimate Managed Hosting Platform
ADVERTISEMENT

ନକଲି ଶିକ୍ଷକ : ୨ ଦିନରେ ରିପୋର୍ଟ

Facebook
Twitter
LinkedIn

ଭୁବନେଶ୍ୱର : କେତେ ନକଲି ଶିକ୍ଷକ ଚିହ୍ନଟ ହୋଇଛନ୍ତି ରିପୋର୍ଟ ଦେବେ ବିଇଓ, ଡିଇଓ । ୨ ଦିନ ଭିତରେ ବିଇଓ , ଡିଇଓ ମାନେ ରିପୋର୍ଟ ଦେବେ । ରିପୋର୍ଟ ପାଇଲା ପରେ କାର୍ଯ୍ୟାନୁଷ୍ଠାନ କହିଲେ ପ୍ରାଥମିକ ଶିକ୍ଷା ନିଦେ୍ର୍ଦଶକ । ନକଲି ଶିକ୍ଷକ ଅଭିଯୋଗ ଆସିଲା ପରେ ୩୦୦ ଚିହ୍ନଟ ହୋଇଥିଲେ । ଏ ନେଇ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସହ ଏତଲା ବି କରାଯାଇଛି । କେତେକଙ୍କୁ ଗିରଫ କରାଯାଇଛି , କିଛି ଲୋକଙ୍କୁ ବହିଷ୍କାର କରାଯାଇଛି । ନକଲି ସାର୍ଟିଫିକେଟ ଅଭିଯୋଗ ସବୁ ଜିଲ୍ଲାରୁ ଆସୁଛି ବୋଲି କହିଛନ୍ତି ନିଦେ୍ର୍ଦଶକ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login