ଯାଜପୁର : ନକଲି ଡାକ୍ତରଙ୍କୁ ଧରି ଅଟକ ରଖିଲେ ଗ୍ରାମବାସୀ । ଭୁବନେଶ୍ୱର ବାଳକାଟି ସ୍ଥିତ ଏକ ଘରୋଇ ହସ୍ପିଟାଲର ଡାକ୍ତର କହୁଥିଲେ । ନିଜକୁ ଡାକ୍ତର କହି ଗାଁରେ ପ୍ରଥମେ ମାଗଣା ଚିକିତ୍ସା କରୁଥିଲେ । ପରେ ବିଭିନ୍ନ ରୋଗ ହୋଇଥିବା କହି ଘରୋଇ ହସ୍ପିଟାଲ ନେଉଥିଲେ । ଘରୋଇ ହସ୍ପିଟାଲରେ ଲୋକଙ୍କ ବିଏସକେୱାଇ କରି ଠକୁଥିବା ଅଭିଯୋଗ ।
Views: 92