The Ultimate Managed Hosting Platform
ADVERTISEMENT

ନଉଁଛି ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗ ପ୍ରାଚୀନ ତୁଙ୍ଗନାଥ ମନ୍ଦିର

Facebook
Twitter
LinkedIn

ଡେରାଡୁନ୍: ନଉଁଛି ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗ ଜିଲ୍ଲାରେ ୧୨ ହଜାର ୮ ଶହ ଫୁଟ୍ ଉଚ୍ଚତାରେ ଥିବା ତୁଙ୍ଗନାଥ ମନ୍ଦିର। ଏଏସଆଇ ପକ୍ଷରୁ କରାଯାଇଥିବା ସର୍ଭେରେ ମନ୍ଦିର ୫ରୁ ୬ ଡିଗ୍ରୀ ପର୍ୟ୍ୟନ୍ତ ନଇଁଥିବା ଜଣାପଡ଼ିଛି । ଏପରିକି ମନ୍ଦିର ପରିସରରେ ଥିବା ମୂର୍ତ୍ତି ଓ ଛୋଟ ମନ୍ଦିର ୧୦ ଡିଗ୍ରୀ ଯାଏଁ ନଇଁଛି । କେନ୍ଦ୍ର ସରକାରଙ୍କୁ ଏନେଇ ଏଏସଆଇ ପକ୍ଷରୁ ତଥ୍ୟ ଦିଆଯାଇଛି । ଏଥିସହ ଏହାକୁ ସଂରକ୍ଷିତ ଐତିହ୍ୟ ଭାବେ ସାମିଲ କରିବାକୁ ପରାମର୍ଶ ଦିଆଯାଇଛି । ମନ୍ଦିର ନଇଁବା ପଛର କାରଣ ଜାଣିବା ସହ ଏହାର ମରାମତି କରିବାକୁ ଉଦ୍ୟମ କରିବ ଏଏସଆଇ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ନୂଆଦିଲ୍ଲୀ : ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଭେନେଜୁଏରାଲ ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାରା ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ...

ADVERTISEMENT

Login