The Ultimate Managed Hosting Platform
ADVERTISEMENT

ଧୀରଜ ଗାନ୍ଧି ପରିବାରର ଏଟିଏମ-ଧର୍ମେନ୍ଦ୍ର

Facebook
Twitter
LinkedIn

ଭୁବନେଶ୍ୱର : ସାଂସଦ ଧୀରଜ ସାହୁଙ୍କ ମନ୍ତବ୍ୟ ଉପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ କଟାକ୍ଷ ।ରେଡର ସପ୍ତାହ ପରେ ଧୀରଜଙ୍କ ମନ୍ତବ୍ୟ ଲୋକଙ୍କ ହଜମ ହେଉନି । ଅନେକ ରାଜ୍ୟର ଅବକାରୀ ନୀତିକୁ ଧୀରଜ ନିଜ ଇଚ୍ଛାରେ ଚଲାଉଥିଲେ । ବେଆଇନ ଭାବେ ଟଙ୍କା ଉପାର୍ଜନ କରିବା ତାଙ୍କର ବ୍ୟବସାୟ ଥିଲା । ଧୀରଜ ସାହୁ ଗାନ୍ଧି ପରିବାରର ଏଙ୍କିଏମ ଥିଲେ ବୋଲି ଦୁନିଆ ଜାଣିଛି । ଗାନ୍ଧି ପରିବାର ସହ ଫଟୋ ଦେଖାଇ ଚାପ ପକାଇବା ତାଙ୍କ ଅଭ୍ୟାସ ଥିଲା । ପ୍ରଶ୍ନ ଉଠୁଛି ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login